୧ମ ଓଡ଼ିଶା ବିଧାନ ସଭା
From Wikipedia, the free encyclopedia
ଓଡ଼ିଶା ବିଧାନ ସଭାର ପ୍ରଥମ ବିଧାନ ସଭା ୨୦ ଫେବୃଆରୀ ୧୯୫୨ରୁ ଆରମ୍ଭ ହୋଇ ୪ ମଇ ୧୯୫୭ଯାଏଁ ଚାଲିଥିଲା ।[1][2] ଏହି ବିଧାନ ସଭାର ବାଚସ୍ପତି ଥିଲେ ନନ୍ଦ କିଶୋର ଦାସ । ସେ ୦୬ ମାର୍ଚ୍ଚ ୧୯୫୨ରୁ ୨୭ ମଇ ୧୯୫୭ଯାଏଁ ଦାୟିତ୍ୱ ତୁଲାଇଥିଲେ । ଭାରତୀୟ ଜାତୀୟ କଂଗ୍ରେସ ଏହି ବିଧାନ ସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ଏବଂ ନବକୃଷ୍ଣ ଚୌଧୁରୀ ଏହି ବିଧାନ ସଭାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଗଣତନ୍ତ୍ର ପରିଷଦର ନେତା ଶ୍ରଦ୍ଧାକର ସୂପକାର ବିରୋଧୀ ଦଳର ନେତା ଭାବରେ ଏହି ବିଧାନ ସଭାରେ କାର୍ଯ୍ୟ କରିଥିଲେ ।[2]
Quick Facts ପ୍ରଥମ ବିଧାନ ସଭା, ପ୍ରକାର ...
ପ୍ରଥମ ବିଧାନ ସଭା | |
---|---|
ପ୍ରକାର | |
ପ୍ରକାର | ନିମ୍ନ ସଦନ |
ନେତୃତ୍ୱ | |
ବାଚସ୍ପତି | ନନ୍ଦକିଶୋର ଦାସ, କଂଗ୍ରେସ |
ଉପ-ବାଚସ୍ପତି | ମୌଲବୀ ମହମ୍ମଦ ହନିଫ୍ , କଂଗ୍ରେସ |
ମୁଖ୍ୟମନ୍ତ୍ରୀ | ନବକୃଷ୍ଣ ଚୌଧୁରୀ, କଂଗ୍ରେସ |
ବିରୋଧୀ ଦଳର ମୁଖ୍ୟ | ଶ୍ରଦ୍ଧାକର ସୂପକାର, ଗଣତନ୍ତ୍ର ପରିଷଦ |
ଆସନ ସଂଖ୍ୟା | ୧୪୦ |
ସାକ୍ଷାତକକ୍ଷ | |
ବିଧାନ ସଭା | |
Website | |
http://ws.ori.nic.in/ola/ |
Close