କେନ୍ଦୁଝର ଜିଲ୍ଲା
ଓଡ଼ିଶାର ଏକ ପ୍ରଶାସନିକ ଜିଳ୍ଲା / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts କେନ୍ଦୁଝର, ଦେଶ ...
କେନ୍ଦୁଝର | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | କେନ୍ଦୁଝର |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୬ଟି ଆସନ |
Area | |
• ଜିଲ୍ଲା | 8240 km2 (3,180 sq mi) |
Population (୨୦୧୧) | |
• ଜିଲ୍ଲା | ୧୮୦୨୭୭୭ |
• Rank | ଓଡ଼ିଶାରେ ଅଷ୍ଟମ (୮/୩୦) |
• Rural | ୧୫୪୯୬୭୧ |
• ୬ ବର୍ଷରୁ କମ ଶିଶୁ | ୨୫୩୪୧୮ |
Time zone | IST (+୫.୩୦) |
ପିନ କୋଡ଼ | ୭୫୮xxx |
ତାର (ଏସ୍.ଟି.ଡ଼ି) | +୦୬୭୬୬ |
ଯାନବାହାନ ପଞ୍ଚୀକରଣ | OD-09 |
ଜିଲ୍ଲାପାଳ | ଆଶିଷ ଠାକରେ |
Website | Official website |
Close
କେନ୍ଦୁଝର ଜିଳ୍ଲା, (କେଉଁଝର ନାମରେ ମଧ୍ୟ ଜଣାଶୁଣା), ଓଡ଼ିଶାର ଏକ ପ୍ରଶାସନିକ ଜିଳ୍ଲା । କେନ୍ଦୁଝର ବା କେନ୍ଦୁଝରଗଡ଼ ଏହାର ସଦର ମହକୁମା ।
ଏହି ଜିଲ୍ଲାର କ୍ଷେତ୍ରଫଳ ୮,୨୪୦ ବର୍ଗ କି.ମି. । ଭୌଗୋଳିକ ଅବସ୍ଥିତି ଅନୁସାରେ ଏହି ଜିଲ୍ଲା ୨୧.୧° ଉ.ରୁ ୨୨.୧୦° ଉ. ଅକ୍ଷାଂଶ ଏବଂ ୮୫.୧୧° ପୂ.ରୁ ୮୬.୨୨° ପୂ. ଦ୍ରାଘିମା ମଧ୍ୟରେ ଅବସ୍ଥିତ । କେନ୍ଦୁଝର ଜିଲ୍ଲାର ପୂର୍ବରେ ମୟୂରଭଞ୍ଜ ଓ ଭଦ୍ରକ, ଦକ୍ଷିଣରେ ଯାଜପୁର, ପଶ୍ଚିମରେ ଢେଙ୍କାନାଳ ଓ ସୁନ୍ଦରଗଡ଼ ଏବଂ ଉତ୍ତରରେ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାମାନ ଅବସ୍ଥିତ ।