ମୋହନ ନାୟକ
ଓଡ଼ିଆ ରାଜନୀତିଜ୍ଞ / From Wikipedia, the free encyclopedia
ମୋହନ ନାୟକ (୩ ଜୁନ ୧୯୨୧[1] - ୨୬ ସେପ୍ଟେମ୍ବର ୧୯୮୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର ଏବଂ ଲୋକ ସଭାର ସାଂସଦ ଭାବରେ ୨ ଥର କାର୍ଯ୍ୟ କରିଥିଲେ । ୧୯୫୨ ବ୍ରହ୍ମପୁର ଉପ-ନିର୍ବାଚନ, ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମପୁର, ଦୁରା ଓ ଗୋପାଳପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୪ର୍ଥ, ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଗଞ୍ଜାମ ଓ ଭଞ୍ଜନଗର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସେ ୨ୟ ଓ ୩ୟ ଲୋକ ସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ ।
Quick Facts ମୋହନ ନାୟକ, ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା ...
ମୋହନ ନାୟକ | |
---|---|
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପର ଅଧିକାରୀ | ଘନଶ୍ୟାମ ବେହେରା |
ନିର୍ବାଚନ ମଣ୍ଡଳୀ | ଗୋପାଳପୁର |
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୩ | |
ନିର୍ବାଚନ ମଣ୍ଡଳୀ | ଦୁରା |
ସାଂସଦ: ୩ୟ ଲୋକ ସଭା | |
କାର୍ଯ୍ୟକାଳ ୧୯୬୨ – ୧୯୬୭ | |
ନିର୍ବାଚନ ମଣ୍ଡଳୀ | ଭଞ୍ଜନଗର |
ସାଂସଦ: ୨ୟ ଲୋକ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୨ | |
ନିର୍ବାଚନ ମଣ୍ଡଳୀ | ଗଞ୍ଜାମ |
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ପୂର୍ବ ଅଧିକାରୀ | ରାମ ଚନ୍ଦ୍ର ମିଶ୍ର |
ପର ଅଧିକାରୀ | ଦଣ୍ଡପାଣି ଦାସ, ଲିଙ୍ଗରାଜ ପାଣିଗ୍ରାହୀ |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1921-06-03)୩ ଜୁନ ୧୯୨୧ |
ମୃତ୍ୟୁ | ୨୬ ସେପ୍ଟେମ୍ବର ୧୯୮୩(1983-09-26) (ବୟସ ୬୨) |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଚନ୍ଦ୍ରମା ନାୟକ |
ବାପା/ବୋଉ | ବିଜୁଳି ନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
Close