ଅମ୍ଳଜାନ

From Wikipedia, the free encyclopedia

ଅମ୍ଳଜାନ
Remove ads

ଅମ୍ଳଜାନ (English: Oxygen; ଅକ୍ସିଜେନ୍) ହେଉଛି ଏକ ରାସାୟନିକ ମୌଳିକ ଯାହାର ପ୍ରତୀକ O, ପରମାଣୁ କ୍ରମାଙ୍କ । ଅମ୍ଳଜାନ ଜାରଣରେ ସାହାଯ୍ୟ କରେ‌‌। ଉଦ୍‌ଜାନ ଓ ହିଲିଅମ୍‌ ପରେ ବ୍ରହ୍ମାଣ୍ଡରେ ସବୁଠାରୁ ବେଶୀ ଉପଲବ୍ଧ ମୌଳିକ ହେଉଛି ଅମ୍ଳଜାନ। ସମସ୍ତ ଜଟିଳ ପ୍ରାଣୀ ଶ୍ୱାସକ୍ରିୟା ପାଇଁ ଅମ୍ଳଜାନ ଗ୍ରହଣ କରନ୍ତି।

Quick Facts ସାଧାରଣ ଗୁଣ, ନାମ, ପ୍ରତୀକ ...
Thumb
Blue white glow from an oxygen discharge tube.

ପୃଥିବୀ ବାୟୁମଣ୍ଡଳରେ ଅମ୍ଳଜାନ ସାଧାରଣତଃ ଦୁଇଟି ପରମାଣୁରେ ଗୋଟିଏ ଅଣୁ ଗଠନ କରିଥାଏ । ମାତ୍ର ଉର୍ଦ୍ଧ୍ୱ ବାୟୁମଣ୍ଡଳରେ ଅମ୍ଳଜାନର ତିନୋଟି ପରମାଣୁ ମିଶି ଓଜୋନ୍‌ ଅଣୁ ସୃଷ୍ଟି କରନ୍ତି। ଓଜୋନ୍‌ ସୂର୍ଯ୍ୟଙ୍କ କ୍ଷତିକାରୀ ରଶ୍ମୀକୁ ପୃଥିବୀପୃଷ୍ଠକୁ ଆସିବାକୁ ଦିଏ ନାହିଁ।

Remove ads

ଭୌତିକ ଗୁଣ

ଗଠନ

ଉପସ୍ଥିତି

ବହୁଳତା
ବିଶ୍ୱ: ୧୦୦୦ ppm (by weight)
ସୂର୍ଯ୍ୟ: ୯୦୦୦ ppm (by weight)
ପୃଥିବୀ ପୃଷ୍ଠ : ୪.୭୪*୧୦୫ ppm
ମାନବ ଶରୀର
6.1 x 108 ppb by weight
2.4 x 108 ppb by atoms

ଏଠାରେ ପିପିଏମ୍ ଅର୍ଥ ପାର୍ଟ୍ସ୍ ପାର୍ ମିଲିଅନ୍ ବା ୧୦ ଲକ୍ଷ ଭାଗରେ ଏକ ଭାଗ । ସେହିପରି ପିପିବି ଅର୍ଥ ପାର୍ଟ୍ସ୍ ପାର୍ ବିଲିଅନ୍ ବା ୧୦୦ କୋଟି ଭାଗରେ ଏକ ଭାଗ ।

ଇତିହାସ

୧୭୭୩ ମସିହାରେ ସ୍ୱିଡେନ ବୈଜ୍ଞାନିକ କାର୍ଲ ଉଇଲ୍‌ହେମ ସିଲି ଏବଂ ୧୭୭୪ ମସିହାରେ ଲଣ୍ଡନ ବୈଜ୍ଞାନିକ ଜୋସେଫ ପ୍ରିଷ୍ଟଲେ ସ୍ୱାଧୀନ ଭାବେ ପୃଥକ ଭାବେ ଅମ୍ଳଜାନର ଆବିଷ୍କାର କରିଥିଲେ ବୋଲି ଦାବି ହେଉଥିଲେ ମଧ୍ୟ ପ୍ରଥମେ ସନ୍ଧର୍ଭ ପ୍ରକାଶ କରିଥିବାରୁ ପ୍ରିଷ୍ଟଲେଙ୍କୁ ଅମ୍ଳଜାନର ଆବିଷ୍କାରକ ବୋଲି ଅନେକ ସ୍ଥାନରେ କୁହାଯାଏ । ତେବେ ଏହାର ନାମ "oxygen" ୧୭୭୭ ମସିହାରେ ଲାଭୋଇସିଏର ଦେଇଥିଲେ ।

ଟୀକା

ଆଧାର

ଅଧିକ ଦେଖନ୍ତୁ

ବାହାର ଲିଙ୍କ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads