ସିଲିକନ
From Wikipedia, the free encyclopedia
Remove ads
ସିଲିକନ (English: Silicon) ହେଉଛି ଏକ ରାସାୟନିକ ମୌଳିକ ଯାହାର ପ୍ରତୀକ Si ଓ ପରମାଣୁ କ୍ରମାଙ୍କ ୧୪ ।
Remove ads
ଧର୍ମ
ଭୌତିକ
ରାସାୟନିକ
ସମସ୍ଥାନିକ
- 28Si [14 neutrons]
Abundance: 92.23% Stable with 14 neutrons
- 29Si [15 neutrons]
Abundance: 4.67% Stable with 15 neutrons
- 30Si [16 neutrons]
Abundance: 3.1% Stable with 16 neutrons
- 32Si [18 neutrons]
Abundance: synthetic Half life: 132 years [ beta- ] Decay Energy: 0.221 MeV Decays to 32P.
ଉତ୍ପାଦନ
ପୃଥିବୀରେ ମିଳୁଥିବା ମୌଳିକମାନଙ୍କ ମଧ୍ୟରେ ଏହା ୨ୟ ସର୍ବାଧିକ|ଏହାର ପରିମାଣ ପ୍ରାୟ ୨୫.୭% ।(ଅମ୍ଲଜାନ ସର୍ବାଧିକ) | କ୍ଲେ, ଗ୍ରାନାଇଟ, ଫେଲ୍ଡସ୍ପର୍, ମାଇକା, ଆଜ୍ବେଷ୍ଟସ୍, କ୍ୱାର୍ଜ ଓ ବାଲିରେ ଏହା ମିଶ୍ରିତ ଭାବରେ ରହିଥାଏ| ମୂଖ୍ୟ ଉତ୍ପାଦନକାରି ଦେଶଗୁଡ଼ିକ ହେଲେ ଅଷ୍ଟିଆ, ଇଟାଲି, ଦକ୍ଷିଣ ଆଫ୍ରିକା,ଅଷ୍ଟ୍ରେଲିଆ, କାନାଡା, ଭାରତ, ଓ ବ୍ରାଜିଲ୍। ବାର୍ଷିକ ପ୍ରାୟ ୫୦୦୦ ଟନ୍ ସିଲିକନ ଉପ୍ତାଦିତ ହୋଇଥାଏ | ପ୍ରାଚୁର୍ଯ୍ୟତା:
- ବିଶ୍ୱ: 700 ppm (by weight
- ସୁର୍ଯ୍ୟ: 900 ppm (by weight
- ଭୁତ୍ୱକ୍: 2.771 x 105 ppm
- ସମୁଦ୍ର ଜଳ:
ଆଟ୍ଲାଣ୍ଟିକ ମହାସାଗର :୦.୮୫ ppm ପାସିଫିକ ମହାସାଗର: ୪.୧୨ ppm
- ମାନବ ଶରୀର :
260000 ppb by weight 58000 ppb by atoms
Remove ads
ଇତିହାସ
ଯୌଗିକ
ବ୍ୟବହାର
କାଚ, ସେମିକଣ୍ଡକ୍ଟର, ମାଇକ୍ରୋଚିପ୍, ସୋଲାର ସେଲ, ସିମେଣ୍ଟ, ଏଲସିଡି, ଗ୍ରିଜ୍ ପ୍ରଭୃତି ନିର୍ମାଣରେ ସିଲିକନ ବହୁଳ ଭାବରେ ବ୍ୟବହୃତ ହୋଇଥାଏ |
ଇଲେକ୍ଟ୍ରୋନିକ
ଯୌଗିକ
- ମଲିବଡ଼ିନମ' ସିଲିସାଇଡ୍
- ପଲିଡାଇମିଥାଇଲସିଲକ୍ସେନ
- ପ୍ଲାଟିନମ ସିଲିସାଇଡ୍
- ସିଲିକନ ଜର୍ମାନିଅମ୍
- ସିଲେନ
- ସିଲିକନ କାର୍ବାଇଡ୍
- ସିଲିକନ୍ ଡାଇଅକ୍ସାଇଡ୍
- ସିଲିକନ ନାଇଟ୍ରାଇଡ୍
ଟୀକା
ଆଧାର
ବାହାର ଲିଙ୍କ
Wikiwand - on
Seamless Wikipedia browsing. On steroids.
Remove ads