ବେରିଲିୟମ

From Wikipedia, the free encyclopedia

ବେରିଲିୟମ
Remove ads

ବେରିଲିୟମ (English: Beryllium) ହେଉଛି ଏକ ରାସାୟନିକ ମୌଳିକ । ଏହାର ପ୍ରତୀକ Beପରମାଣୁ କ୍ରମାଙ୍କ ୪ ।

Quick facts ସାଧାରଣ ଗୁଣ, ନାମ, ପ୍ରତୀକ ...
Remove ads

ଧର୍ମ

ଭୌତିକ ଧର୍ମ

ନ୍ୟଷ୍ଠିକ ଧର୍ମ (ନ୍ୟୁକ୍ଲିୟାର ଧର୍ମ)

ସମସ୍ଥାନିକ

  • 7Be [3 neutrons
  • 9Be [5 neutrons

ଉତ୍ପାଦନ

  • ମୂଖ୍ୟତଃ ବେରିଲ୍‌ ଓ କ୍ରାଇସୋବେରିଲ୍‌ ନାମକ ଧାତୁପିଣ୍ଡରୁ ମିଳିଥାଏ ।
  • ବ୍ରାଜିଲ୍‌, ଆମେରିକା, ମାଡାଗାସ୍କର, ଜର୍ମାନୀ, ଚେକ୍‌ ରିପବ୍ଲିକ୍‌, ରୁଷିଆ ଓ ଭାରତ ମୁଖ୍ୟ ଉପ୍ତାଦନକାରି ଦେଶ ।
  • ବାର୍ଷିକ ଉପ୍ତାଦନ ପ୍ରାୟ ୩୬୦ ଟନ୍‌, ସାରା ପୃଥିବୀରେ ପ୍ରାୟ ଚାରିଶହ ହଜାର ଟନ୍‌ ବେରିଲିୟମ ଗଛିତ ଥିବାର ଅନୁମାନ କରାଯାଇଛି।

ଇତିହାସ

  • ଆବିଷ୍କାର- ଫ୍ରେଡରିକ ଓଲର୍‌, ଏ.ଏ. ବୁସି
  • କେବେ-୧୭୯୮
  • କେଉଂଠି- ଜର୍ମାନୀ/ ଫ୍ରାନ୍ସ
  • ଉତ୍ପତି- ବେରିଲ ନାମକ ମିନେରାଲରୁ

ବ୍ୟବହାର

ଆହୁରି ଦେଖନ୍ତୁ

ଟୀକା

ଆଧାର

ଆହୁରି ପଢନ୍ତୁ

ବାହାର ଲିଙ୍କ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads