କ୍ୟାଲ୍‌ସିଅମ

From Wikipedia, the free encyclopedia

କ୍ୟାଲ୍‌ସିଅମ
Remove ads

କ୍ୟାଲ୍‌ସିଅମ ହେଉଛି ଏକ ରାସାୟନିକ ମୌଳିକ ଯାହାର ପ୍ରତୀକ Caପରମାଣୁ କ୍ରମାଙ୍କ ୨୦ । ଏହା ଭୂପୃଷ୍ଠର ପଞ୍ଚମ ସର୍ବାଧିକ ଉପଲବ୍ଧ ମୌଳିକ ଓ ଏକ ନରମ ଆଲ୍‌କାଲାଇନ୍ ଧାତୁ । ସମୁଦ୍ର ଜଳରେ ଏହା ଦ୍ରବିଭୁତ ହେଉଥିବା ପଞ୍ଚମ ଆୟନ[]

Quick facts ସାଧାରଣ ଗୁଣ, ନାମ, ପ୍ରତୀକ ...

ସଜୀବ ପ୍ରାଣୀର କୋଷତତ୍ତ୍ୱ ନିମନ୍ତେ ଏହା ଏକ ଅତ୍ୟାବଶ୍ୟକ ପଦାର୍ଥ । ଏହା ଜୀବକୋଷ ଭିତରକୁ ଓ ବାହାରକୁ ଯିବା ଆସିବା କରୁଥାଏ । ହାଡ଼ ଓ ଦାନ୍ତ ଗଠନରେ ଏହା ଶକ୍ତି ପ୍ରଦାନ କରେ । ଶରୀରରେ ଧାତୁମାନଙ୍କ ମଧ୍ୟରେ ଏହା ସର୍ବାଧିକ ପରିମାଣରେ ଥାଏ । ଗୃହ ଉପକରଣ ଭାବରେ ଚୂନ ରୁପରେ ଏହା ପ୍ରାଗ ଐତିହାସିକ ଯୁଗରୁ (୭୦୦୦ରୁ ୧୪୦୦୦ ଖ୍ରୀ.ପୂ.) ବ୍ୟବହୃତ ହୋଇଆସୁଅଛି[] । ଖାପାଜା ମେସୋପଟାମିଆରେ ( Khafajah mesopotamia) ୨୫୦୦ ଖ୍ରୀ.ପୂରେ ଚୂନ ଭାଟିରେ ପ୍ରସ୍ତୁତ ହେବା ପ୍ରମାଣ ଅଛି[] । ୯୭୫ ମସିହାରେ ଏହା ପ୍ଲାସ୍ଟର ଅଫ୍ ପ୍ୟାରିସ୍ ଆକାରରେ ହାଡ଼ ଭଙ୍ଗା ଚିକିତ୍ସାରେ ବ୍ୟବହୃତ ହେଉଥିଲା ।

Remove ads

ଧର୍ମ

ଉପସ୍ଥିତି

ଗଠନ

ଉତ୍ପାଦନ

ସମସ୍ଥାନିକ

ବ୍ୟବହାର

ଆଧାର

ଆହୁରି ପଢନ୍ତୁ

ବାହାର ଲିଙ୍କ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads