ଲିଥିୟମ

From Wikipedia, the free encyclopedia

ଲିଥିୟମ
Remove ads

ଲିଥିୟମ (ଏହା ଗ୍ରୀକ ଶବ୍ଦ ଲିଥୋସ୍ / Lithosରୁ ଅସିଛିମାନେ 'ପଥର') ହେଉଛି ଏକ ନରମ, ରୂପା ଭଳି ଧଳା ଦେଖାଯାଉଥିବା ଧାତୁ ଯାହାର ପ୍ରତୀକ Liପରମାଣୁ କ୍ରମାଙ୍କ ୩ । ଏହା ଏତେ ନରମ ଯେ ଏହାକୁ ଛୁରିଦ୍ୱାରା ମଧ୍ୟ କଟା ଯାଇପାରିବ । ଏହା ଅନ୍ୟ ଧାତୁ ଗୁଡ଼ିକ ମଧ୍ୟରେ ସବୁଠାରୁ ହାଲୁକା କିନ୍ତୁ ଏହା ସାନ୍ଧ୍ରତା (density) ଜଳର ଅର୍ଦ୍ଧେକ । ( ବିଗ୍ ବ୍ୟାଙ୍ଗ୍‌ର ପ୍ରଥମ କ୍ଷଣରେ ତିଆରି ତିନୋଟି ଧାତୁ ଭିତରୁ ଲିଥିୟମ ଅନ୍ୟତମ । ଅନ୍ୟଦୁଇଟି ହେଲେ ଉଦଜାନହିଲିଅମ - ଜୋତିର୍ବିଦଙ୍କ ଅନୁସାରେ ଏହି ଦୁଇଟି ମୌଳିକର ପରିମାଣ ଲିଥିୟମଠାରୁ ଅନେକ ଗୁଣରେ ଅଧିକ । )

Quick Facts ସାଧାରଣ ଗୁଣ, ନାମ, ପ୍ରତୀକ ...
ମଲିଥିୟ
Remove ads

ଧର୍ମ

ପରମାଣବିକ ସଂରଚନା

ସମସ୍ଥାନିକ

ଇତିହାସ

Thumb
Johan August Arfwedson is credited with the discovery of lithium in 1817

ପେଟାଲାଇଟ (Petalite - LiAlSi4O10), ଯେଉଁଥିରେ ଲିଥିୟମ ରହିଥାଏ, ବ୍ରାଜିଲୀୟ ବୈଜ୍ଞାନିକ ଜୋସ ବୋନିଫାସିଓ ଡି ଆଣ୍ଡ୍ରାଡ଼େ ଇ ସିଲଭା ୧୭୦୦ ଶତାବ୍ଦୀର ଶେଷ ଆଡକୁ ତାଙ୍କର ସ୍ୱୀଡ଼େନ ଗସ୍ତ ବେଳେ ଆବିଷ୍କାର କରିଥିଲେ । ଜୋହାନ ଅଗଷ୍ଟ ଆର୍ଫ୍ୱେଡ଼ସନ୍‌ ୧୮୧୭ରେ ଲିଥିୟମ ଆବିଷ୍କାର କରିଥିଲେ ।

ଉତ୍ପାଦନ

Thumb
Satellite images of the Salar del Hombre Muerto, Argentina
Thumb
World production trend of Lithium

ଲିଥିୟମ ବହୁଳ ମାତ୍ରାରେ ବ୍ୟବହାର ହଉଥିଲେହେଁ ଏହା ପ୍ରକୃତିକ ଭାବେ ଏହାର ମୂଳ ରୂପରେ ମିଳିନଥାଏ । ଏହାର ପ୍ରତିକ୍ରିୟାଶୀଳ ଗୁଣ ଯୋଗୁଁ ଏହା ଏକ ବା ଏକାଧିକ ଅନ୍ୟ ମୌଳିକ ଓ ଯୌଗିକ ଗୁଡ଼ିକ ସହ ବାନ୍ଧି ହୋଇ ରହିଥାଏ । ଖଣିଜ ପଦାର୍ଥରୁ ଏହା ଅତି ଅଳ୍ପ ପରିମାଣରେ ମିଳିଥାଏ; spodumene (LiAl(SiO3)2), amblygonite (Li,Na)AlPO4(F,OH)), lepidolite (KLi2Al(Al,Si)3O10(F,OH)2). ବ୍ୟବସାୟିକ ଭାବେ ବ୍ୟବହୃତ ଅଧିକାଂଶ ଲିଥିୟମ ବ୍ରିନ୍‌ସ୍ (brines)ରୁ ମିଳିଥାଏ । ଏହା ବ୍ୟତୀତ ତରଳ ଲିଥିୟମ କ୍ଳୋରାଇଡରେ ବୈଦୁତିକ ଚାର୍ଜ ପ୍ରବାହିତ କରାଇ ଲିଥିୟମ ବାହାର କରାଯାଏ । ପ୍ରତିବର୍ଷ ପାଖାପାଖି ୩୯ ଟନ ଲିଥିୟମ ତିଆରି ହୋଇଥାଏ ।

ଉପସ୍ଥିତି

  • ବ୍ରହ୍ମାଣ୍ଡ: ୦.୦୦୬ ପିପିଏମ (ଓଜନ ଅନୁସାରେ)
  • ସୂର୍ଯ୍ୟ: ୦.୦୦୦୦୬ ପିପିଏମ (ଓଜନ ଅନୁସାରେ)
  • କାର୍ବନାସିୟସ ଉଲକା: ୧.୭ ପିପିଏମ
  • ଭୂତ୍ୱକ: ୨୦ ପିପିଏମ
  • ସମୁଦ୍ରଜଳ: ୦.୧୮ ପିପିଏମ
  • ମଣିଷ:
ଓଜନ ଅନୁସାରେ ୩୦ ପିପିବି
ଓଜନ ଅନୁସାରେ ୨୭ ପିପିବି

ଟୀକା

ଆଧାର

ବାହାର ଲିଙ୍କ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads