ଉଦ୍‌ଜାନ

From Wikipedia, the free encyclopedia

ଉଦ୍‌ଜାନ
Remove ads

ଉଦଜାନ (English: Hydrogen; ହାଇଡ୍ରୋଜେନ୍) ଏକ ରାସାୟନିକ ମୌଳିକ ଓ ଏହାର ପ୍ରତୀକ H, ପରମାଣୁ କ୍ରମାଙ୍କ ୧, ପରମାଣବିକ ବସ୍ତୁତ୍ୱ ୧.୦୦୭ ୯୪ amu । ଉଦଜାନ ସବୁଠାରୁ ହାଲୁକା ମୌଳିକ ଓ ଏହାର ଏକ-ପରମାଣବିକ ଅବସ୍ଥା ବିଶ୍ୱର ସବୁଠାରୁ ପ୍ରଚୁର ପରିମାଣରେ ମିଳୁଥିବା ମୌଳିକ (ପାଖାପାଖି ୭୫% ପ୍ରତିଶତ) ।[][ଟୀକା ୧]

Quick facts ସାଧାରଣ ଗୁଣ, ନାମ, ପ୍ରତୀକ ...
ହାଇଡ୍ରୋଜେନ୍ ସ୍ପେକ୍ଟ୍ରମ୍ ପରୀକ୍ଷା |
Remove ads

ଟୀକା

ଅଧାର

ଆହୁରି ପଢନ୍ତୁ

ବାହାର ଲିଙ୍କ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads